This browser does not support the video element.
ଲକ୍ଷ୍ମୀପୁର: କୋଡୀଙ୍ଗା ମାଳି ଖଣି ଖନନ ୩ ମିଲିୟନ ରୁ ୬ ମିଲ୍ୟନ ବୃଦ୍ଧି କୁ ନେଇ ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପ୍ରସ୍ତୁତି ବୈଠକ
Lakshmipur, Koraput | Aug 31, 2025
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆଜି ଦିନ ୨ଟା ସମୟରେ ପୂର୍ବତନ ସମିତି ସଭ୍ୟ ରାଜେଶ ଯାନିଙ୍କ ନେତୃତ୍ୱ ରେ ଖଣି ପାରିପାର୍ଷିକ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ନେଇ ଏକ ଼ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନେକ ନେ଼ତାଙ୍କ ସହ ବିଭିନ ସଂଗଠନ ଖଣି ଉତ୍ତଳନ କୁ ନେଇ ରାଜନୀତି କରୁଥିବା ବେଳେ ଅଂଚଳବାସୀଙ୍କୁ ନିରାଶ ହେବାକୁ ପଡୁଛି।ଏଠି ଅନେକ ବଡବଡିଆ ଓ ରାଜ ନେତା ଖଣି ଖନନକୁ ବିରୋଧ କରି ଅଞ୍ଚଳର ଲୋକଙ୍କୁ ଢାଳ କରି ମାଲାମାଲ ହେଉଥିବା ଦେଖି ଏବେ ଲକ୍ଷ୍ମୀପୁର ପାରିପାର୍ଷିକ ବିକାଶ ପରିଷଦ ଜନ୍ମ ନେଇଛି।