This browser does not support the video element.
ପୁରୀ ମ୍ୟୁନିସିପାଲଟି: ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ, ଦର୍ଶନ ପାଇ ଭକ୍ତଙ୍କୁ ଠକେଇ ଅଭିଯୋଗ l
Puri M, Puri | Aug 31, 2025
ୱେବସାଇଟ ରେ ଜଗନ୍ନାଥ ଦର୍ଶନ ନେଇ ଫେକ୍ ତଥ୍ୟ ।ଦର୍ଶନ ସମୟ ଅନୁସାରେ ଟଙ୍କା ନିର୍ଦ୍ଧାରିତ ନେଇ ୱେବ୍ ସାଇଟ୍ ରେ ତଥ୍ୟ ରହିଛି ।ଶ୍ରୀମନ୍ଦିରରେ ଦର୍ଶନ ନିଶୁଳ୍କ ରହିଥିବା ବେଳେ ୱେବସାଇଟ ରେ ରହିଛି ବିଭିନ୍ନ ବର୍ଗର ଦେୟ ଯୁକ୍ତ ଦର୍ଶନ ନେଇ ତଥ୍ୟ ।ଲୋକଙ୍କ ପାଇଁ ଗଳାବାଟ ଦର୍ଶନ କୁ ଇଣ୍ଡିଆ ଥ୍ରିଲସ୍ ତଥ୍ୟ ଆହୁରି ପ୍ରୋତ୍ସାହିତ କରିବା ଭଳି ।ଜଗନ୍ନାଥ ଦର୍ଶନ ପାଇଁ 50 ଟଙ୍କା,100 ଟଙ୍କା ,500 ଟଙ୍କା ର ରେଟ ଚାର୍ଟ ଦେଇଛି ଉକ୍ତ ୱେବସାଇଟ ।ଗୁଗଲ ରେ ଉପଲବ୍ଧ ଇଣ୍ଡିଆ ଥ୍ରିଲ୍ସ ୱେବସାଇଟ ରେ ଜଗନ୍ନାଥ ମନ୍ଦିର,ଏହାର ଇତିହାସ ଓ ଦର୍ଶନ କୁ ନେଇ ତଥ୍ୟ ରହିଛି ।