Install App
sonepurkhabar
This browser does not support the video element.
ସୋନପୁର: ଜିଲ୍ଲା ନୋଡାଲ କମିଶନର ଶ୍ରୀ ଅରବିନ୍ଦ ଅଗ୍ରୱାଲ କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କ ସହରର ବିଭିନ୍ନ ସ୍ଥାନକୁ ଗସ୍ଥ କରିଛନ୍ତି।
Sonapur, Subarnapur (Sonepur) | Sep 2, 2025
ଦ୍ଵିତୀୟ ଦିନ ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ କମିଶନର ଶ୍ରୀ ଅରବିନ୍ଦ ଅଗ୍ରୱାଲ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ ଅଞ୍ଚଳର ସୁରେଶ୍ଵରୀ ମନ୍ଦିର ନିକଟରେ ମିଶନ ଶକ୍ତି ଓ ଓରମାସ ଦ୍ଵାରା ପରିଚାଳିତ ହେଉଥିବା ସୁବର୍ଣ୍ଣଶ୍ରୀ ସମ୍ବଲପୁରୀ ଶାଢ଼ୀ, ପାଟ ଓ ସମ୍ବଲପୁରୀ କପଡା ବୟନ ତାଲିମ କେନ୍ଦ୍ର ଓ ଉତ୍ପାଦକ କମ୍ପାନୀ ଲିମିଟେଡ, ସୋନପୁରକୁ ଗସ୍ତ ଓ ପରିଦର୍ଶନ କରିଥିଲେ । ସେଠାରେ ତାଲିମ ନେଉଥିବା ବୁଣାକାର ଓ କମ୍ପାନୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!