Download Now Banner

This browser does not support the video element.

ପଟ୍ଟାଙ୍ଗୀ: ହିକିମପୁଟ ହାଇସ୍କୁଲରେ ନିଆରା ଢଙ୍ଗରେ ଗୁରୁଦିବସ ପାଳିତ, ସଂସ୍କୃତ ଶିକ୍ଷକଙ୍କୁ ଆଦର୍ଶ ଶିକ୍ଷକ ଭାବେ କରାଗଲା ସମ୍ମାନୀତ

Pottangi, Koraput | Sep 5, 2025
ନନ୍ଦପୁର ବ୍ଲକ ଅନ୍ତର୍ଗତ ହିକିମ ପୁଟ ହାଇ ସ୍କୁଲ ରେ ନିଆରା ଗୁରୁଦିବସ ପାଳିତ ହୋଇଛି l ଆଜି ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କୌସ୍ତବ ଚୌହାନ ଙ୍କୁ ଆଦର୍ଶ ଶିକ୍ଷକ ଭାବେ ଅତିଥି ମାନେ ସମ୍ମାନିତ କରାଯାଇଥିବା ବେଳେ ଏହା ସହ ବିଦ୍ୟାଳୟ 2024/2025ଶିକ୍ଷ୍ୟା ବର୍ଷ ର ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ l
Read More News
T & CPrivacy PolicyContact Us