Download Now Banner

This browser does not support the video element.

ଢେଙ୍କାନାଳ ସଦର: ମହୁଲପୁଞ୍ଜି ଗ୍ରାମରେ ହାତୀ ଦାଉରୁ ରକ୍ଷାପାଇଁ ଚାଷି ମେଳି #jansamasya

Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ଜିଲ୍ଲ ସଦର ରେଞ୍ଜ ଅନ୍ତର୍ଗତ ଭାପୁର ଗ୍ରାମପଞ୍ଚାୟତ ମହୁଲପୁଞ୍ଜି ଗ୍ରାମରେ ଗତ କିଛିଦିନ ହେବା ନିକଟରେ ଥିବା ଧାନ ଜମିରେ ହାତୀ ପଶି ଧାନ ଫସଲ କ୍ଷତି କରି ଚାଲିଛନ୍ତି । ଧାନ ଫସଲକୁ ବ୍ୟାପକ କ୍ଷୟକ୍ଷତି ତଥା ଦଳି ଚକଟି ଦେଉଥିବା ଯୋଗୁଁ ଚାଷିମାନେ ମୁଣ୍ଡରେ ହାତ ଦେଇ ବସିଲେଣୀ। ଚାଷ ଆରମ୍ଭରୁ ହାତୀମାନଙ୍କର ପାହୃଭାବ ଯୋଗୁଁ ଅଞ୍ଚଳର ୨ଶହରୁ ଉର୍ଦ୍ଦ ଚାଷିମାନେ ଏବେ କେମିନ୍ତି ବଞ୍ଚିବେ ବର୍ଷସାରା କଣ ଖାଇବେ ନେଇ ଚିନ୍ତାରେ ରହିଛନ୍ତି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୁରଣ ପାଇଁ ଚାଷିମାନେ ଦାବି କରିଛନ୍ତି । ନଚେତ ଏହାକୁ ନେଇ ଚାଷିମାନେ ଆନ୍ଦୋଳନକୁ ଓହ୍ଲାଇବା
Read More News
T & CPrivacy PolicyContact Us