This browser does not support the video element.
ସୋନପୁର: ଡୁଙ୍ଗୁରିପାଲି ବସଷ୍ଟାଣ୍ଡରେ ଜୟ ମାତାଜୀ କ୍ଳବ ଆନୁକୂଲ୍ୟରେ 30 ତମ ଦୁର୍ଗାପୂଜା ଆରମ୍ଭ
Sonapur, Subarnapur (Sonepur) | Sep 29, 2025
ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା' ଦୂର୍ଗା I ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବସଷ୍ଟାଣ୍ଡ ରେ ଜୟ ମାତାଜୀ କ୍ଳବ ଆନୁକୂଲ୍ୟରେ ଦୂର୍ଗା ମଣ୍ଡପରେ 30 ତମ ମା' ଦୁର୍ଗାଙ୍କ ପୂଜା ଆଜି ଠାରୁ ଆରମ୍ଭ ହୋଇଛି | ଏନେଇ ଆଜି ଅପରାହ୍ନରେ ଏକ ବିରାଟ ପଟୁଆରରେ ସଂକୀର୍ତ୍ତନ, ଘଣ୍ଟ ଓ ବାଦ୍ୟ ବାଜଣା ସହ ଶତାଧିକ ଭକ୍ତ ଶୋଭାଯାତ୍ରାରେ ବାହାରି କଳସରେ ପାଣି ଆଣି ମା'ଙ୍କ ପୀଠରେ ସ୍ଥାପନ କରିଥିଲେ । ପୂଜକ ଭାବେ ଲୁଲୁ ମିଶ