Download Now Banner

This browser does not support the video element.

ହିନ୍ଦୋଳ: ଗୋବିନ୍ଦପ୍ରସାଦ ଜେନାମଣି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବଦ୍ଧନା ସଭା

Hindol, Dhenkanal | Sep 1, 2025
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଜେନାମଣି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଘଡାଇଙ୍କୁ ସୋମବାର ଦିନ ମଧ୍ୟାହ୍ନ ୧ଟାରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେ ୨୫/୬/୧୯୯୦ ରୁ ଗୋବିନ୍ଦପ୍ରସାଦ ଜେନାମଣି ଉଚ୍ଚ ବିଦ୍ୟାଳୟରେ ନିଜ ଶିକ୍ଷକତା ଆରମ୍ଭ କରିଥିଲେ । ୩୧/୮/୨୦୨୫ରେ ଅବସର ଗ୍ରହଣ କରିଥିଲେ । ଗୋବିନ୍ଦପ୍ରସାଦ ଜେନାମଣି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନେଇଥିଲେ । ଆଜି ସୋମବାର ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା ।
Read More News
T & CPrivacy PolicyContact Us