Download Now Banner

This browser does not support the video element.

ଫୁଲବାଣୀ ସହର: ରାଇକିଆ, ଜି ଉଦୟଗିରି ଓ ଟିକାବାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଙ୍ଗଲୀ ଦନ୍ତା ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି

Phulabani Town, Kandhamal | Aug 22, 2025
କନ୍ଧମାଳ ଜିଲ୍ଲାର ରାଇକିଆ, ଜି ଉଦୟଗିରି, ଟିକାବାଲି ଅଞ୍ଚଳ ର ବିଭିର୍ନ ସ୍ଥାନରେ ଜଙ୍ଗଲୀ ଦନ୍ତା ହାତୀ କୁ ଘଉଡ଼ାଇବା ପାଇଁ କନ୍ଧମାଳ ଓ ଘୁମୁସର ଡିଭିଜନ ର ବନ ବିଭାଗ କର୍ମଚାରୀ ମାନେ ଲାଗିପଡିଛନ୍ତି. ରାତ୍ରି ପେଟ୍ରୋଲିଙ୍ଗ କରୁ ଥିବାର ଜଣା ପଡ଼ିଅଛି.ଫୁଲବାଣୀ ଡ଼ି ଏଫ ଓ ଙ୍କ ନିର୍ଦେଶ କ୍ରମେ ଏହା ଜାରି ରହିଅଛି.
Read More News
T & CPrivacy PolicyContact Us