This browser does not support the video element.
ବାଲିଗୁଡା: ଗାନ୍ଦ୍ରିଗାଁ ଅଞ୍ଚଳକୁ ବାଲିଗୁଡା ବିଧାୟକ ଙ୍କ ଗସ୍ତ
Baliguda, Kandhamal | Sep 9, 2025
ବାଲିଗୁଡା ବିଧାୟକ ଙ୍କ ଦୁର୍ଗମ ଅଞ୍ଚଳ ଗସ୍ତ, ଏହି ଗସ୍ତ ଟି ମଙ୍ଗଳବାର ଦିନ 12ଘଣ୍ଟିକା ସମୟରେ କରିଥିବା ବେଳେ ବିଧାୟକ ପାଣ୍ଠିରେ ତିଆରି ହେଉଥିବା ନିର୍ମାଣଧିନ କାମର ଛାତ ପଡୁଥିବା ରୁ ନିଜେ ଠିଆ ହଈ ଭାଗମାପ ଉପରେ ବୁଝିଛନ୍ତି, ବିଧାୟକ ଙ୍କ କହିବା ଅନୁସାରେ ସରକାରୀ ଅନୁଦାନ ଯେଉଁଭଳି ନଷ୍ଟ ନହେଉ, ଆଉ ଠିକ ଭାବର ନିର୍ମାଣ ହେଲେ ଏହାର ସୁବିଧା ଅଧିକ ସମୟ ଧରି ଗ୍ରାମବାସୀ ସେବାପାଇ ପାରିବେ ବଲି ସୁଚନା ମିଳିଛି