Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭିଷ୍ମଗିରି ଗ୍ରାମ ଠାରେ ଯୁବ ବିଜେପି କର୍ମୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Digapahandi, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଭିଷ୍ମଗିରି ଗ୍ରାମ ଠାରେ ଯୁବ ବିଜେପି କର୍ମୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବା ବେଳେ ଭୀଷ୍ମଗିରି ତଥା ଆଖପାଖ ଅଞ୍ଚଳର ବହୁ ଯୁବ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ । ନିଜ ଗ୍ରାମ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ କିଭଳି ଭାବରେ ସହୋଯାଗ କରି ପାରିବେ ଯୁବ ବିଜେପି କର୍ମୀ ମାନେ ତାହାରି ଉପରେ ଆଲୋକପାତ ହୋଇଥିଲା । ଏଥିସହ ଅସହାୟ ମଣିଷ ମାନଙ୍କ ନିଜର ମୌଳିକ ସମୟ୍ୟା ସଂଗ୍ରହ କରିବା ସହ ତାର ସମାଧାନ ପାଇଁ ଯୁବ ବିଜେପି କର୍ମୀ ମାନେ ବୈଠକରେ ସଙ୍କଳ୍ପ ନେଇଥିବା ଖବର ମିଳିଛି ।
Read More News
T & CPrivacy PolicyContact Us