Download Now Banner

This browser does not support the video element.

ସଦର: ଆସନ୍ତା ୨୬ ତାରିଖ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରଥମ କଳାହାଣ୍ଡି ଗସ୍ତ କୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୈଠକ

Sadar, Kalahandi | Aug 22, 2025
ଆସନ୍ତା ୨୬ ତାରିଖ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରଥମ କଳାହାଣ୍ଡି ଗସ୍ତ କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ତେବେ ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଆଜି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ରାଜ୍ୟ ସଭାପତି ଙ୍କ ଆଗମନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ବିସ୍ତୃତ ଆଲୋଚନା ହୋଇଥିଲା, ଏନେଇ ଆଜି ଅପରା
Read More News
T & CPrivacy PolicyContact Us