This browser does not support the video element.
ଆଳି: ଲାଉଡିହ ଶନି ଦେବଙ୍କ ମନ୍ଦିରରୁ ଚୋରି, ହୁଣ୍ଡି ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ
Aali, Kendrapara | Mar 4, 2024
ରବିବାର ବିଳମ୍ବିତ ରାତିରେ ଲାଉଡିହ ଶନି ଦେବଙ୍କ ମନ୍ଦିରରେ ଥିବା ୫ଟି ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ହୁଣ୍ଡିରେ ଥିବା ଟଙ୍କା ଲୁଟି ନେଇଛନ୍ତି । ଏନେଇ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ଫଟୋ କଏଦ ହୋଇଛି । ଏ ସମ୍ପର୍କରେ ଆଳି ଥାନାରେ ଅଭିଯୋଗ ପରେ ସୋମବାର ସକାଳ ୮ଟା ସମୟରେ ଘଟଣାଟି ସାମ୍ନାକୁ ଆସୁଛି । ଘଟଣାରେ ପୋଲିିସ ତଦନ୍ତ ଆରମ୍ଭ କରିଛି ।