This browser does not support the video element.
ଡାବୁଗାଁ: ସ୍କୁଲ ଡ୍ରେସ ବଣ୍ଟନ ଅନିୟମିତତା ଅଭିଯୋଗ ଆଣି ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀକୁ ଭେଟିଲେ ବିଭିନ୍ନ ସ୍ୱୟଂ ସହାୟକା ଗ୍ରୁପ ର ମହିଳା
Dabugan, Nabarangpur | Sep 1, 2025
ସ୍କୁଲ ଡ୍ରେସ ବଣ୍ଟନ ଅନିୟମିତତା ଅଭିଯୋଗ ଆଣି ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀକୁ ଭେଟିଲେ ବିଭିନ୍ନ ସ୍ୱୟଂ ସହାୟକା ଗ୍ରୁପ ର ମହିଳା ଏହି ଘଟଣା ବିଷୟରେ ଡାବୁଗାଁ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ଖଣ୍ଡନ କରିଛନ୍ତି ଓ ଏହି ଘଟଣାର ତଦନ୍ତ କରିବେ ବାଲି କହିଛନ୍ତି। ସରକାରୀ ଗାଇଡ଼ ଲାଇନ ଅନୁସାରେ ଯେଉଁ ସ୍ୱୟଂ ସହାୟତା ଗ୍ରୁପ ର ସିଲାଇ ମିସିନ ଅଛି ସେମାନେ ଏହି ସ୍କୁଲ ଡ୍ରେସ ସିଲାଇକି ଦେବା କଥା କିନ୍ତୁ ଡାବୁଗାଁ ବ୍ଲକରେ କିଭଳି ସ୍କୁଲ ଡ୍ରେସ ଦିଆଯିବ ତାହା ଏବେ ଦେଖିବାକୁ ବାକି ରହିଲା।