Download Now Banner

This browser does not support the video element.

ଆଠମଲ୍ଲିକ: ଶ୍ରେଣୀ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳ ଙ୍କ ଠାରେ ବରପାଲି ଗ୍ରାମବାସୀ ମାନେ ଅଭିଯୋଗ କାଲେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁର ଗଡ଼ ଥାନା

Athmallik, Angul | Sep 8, 2025
କୁରୁମଟାପ ପଞ୍ଚାୟତ ର ନୁଆଁ ବରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକ ଶ୍ରେଣୀ ଗୃହ ନାହି l ଏହି ବିଦ୍ୟାଳୟ ରେ ଅନେକ ସମସ୍ୟା ଥିବା ବେଳେ ସମାଧାନ କରା ଯାଉ ନଥିବା ଯୋଗୁଁ ସୋମବାର ଦିନ ଅପରାହ୍ନ 2 ଟା ରେ ବରପାଲି ଗ୍ରାମବାସୀ ମାନେ ଅନୁଗୋଳ ଜିଲ୍ଲା ପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି l ଏ ହାର ଏକ ନକଲ ରାଜ୍ୟ ଶିକ୍ଷମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି l ଗ୍ରାମବାସୀ ମାନେ ତାଙ୍କ ଅଭିଯୋଗ ପତ୍ର ରେ ଉଲେଖ କରିଛନ୍ତି ଜେ ଏହି ଅଞ
Read More News
T & CPrivacy PolicyContact Us