This browser does not support the video element.
ବୋଲଗଡ: କଳାଙ୍ଗ ଗ୍ରାମରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ଥାନୀୟ ବିଧାୟକ
Bolagad, Khordha | Oct 1, 2025
ପବିତ୍ର ମହାନବମୀ ଅବସରରେ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତ ଅଧିନସ୍ଥ କଳାଙ୍ଗ ଗ୍ରାମରେ ଅନୁଷ୍ଠିତ ୫୧ତମ ବାର୍ଷିକ ଉତ୍ସବ ଓ ଦୁର୍ଗାପୂଜା କମିଟି ର ଯୁବ କଳାକାର ମାନଙ୍କ ଦ୍ବାରା ଆୟୋଜିତ ଡ୍ରାମା ପରିବେଷଣ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ। ସମସ୍ତ ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଲେ ।