This browser does not support the video element.
ସୋନପୁର: ସମଲେଇଚୁଆଁ ରେ ଭିନ୍ନକ୍ଷମ ଅଧିକାର ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ
Sonapur, Subarnapur (Sonepur) | Aug 23, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟରେ ଟାଟା ପାୱାର ପଶ୍ଚିମ ଓଡିଶା ବିତରକ ଏବଂ ରେଆର ସୋନପୁର ମିଳିତ ଆନୁକୂଲ୍ୟରେ ସୋନପୁର ପରିଚାଳନାରେ 13 ଗୋଟି ପଂଚାୟତର 38 ବିଦ୍ୟାଳୟର ଜଣେ ଲେଖାଏଁ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ ସମ୍ବଳ ଶିକ୍ଷକ ଅନ୍ତରନିବେଶି ଶିକ୍ଷା ସ୍ବେଛାସେବୀ ମାନଙ୍କ ଉପସ୍ଥିତିରେ ଶିକ୍ଷକ ପରାମର୍ଶ ଏବଂ ଶ୍ରେଣୀ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି l