Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଭଟିମୁଣ୍ଡାରେ ଖୁଦୁରୁକୁଣୀ ଭସାଣ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ମଙ୍ଗଳବାର ପୋଲିସ ୪ଜଣଙ୍କୁ ଗିରଫ କରିଛି

Cuttack M Corp PS, Cuttack | Sep 9, 2025
ଭଟିମୁଣ୍ଡାରେ ଖୁଦୁରୁକୁଣୀ ଭସାଣ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଛନ୍ତି। ଏହି ଘଟଣାର ଉଭୟ ପକ୍ଷରୁ ଅଭିଯୋଗ ପରେ ମଙ୍ଗଳବାର ସନ୍ଧ୍ୟାରେ ଉଭୟ ପକ୍ଷରୁ ୪ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି
Read More News
T & CPrivacy PolicyContact Us