This browser does not support the video element.
ସିମୁଳିଆ: ଖଇରା ଉଚ୍ଚ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ରେ ଯୋଗଦେଲେ ବିଧାୟକ,
Similia, Balasore | Sep 9, 2025
ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ପ୍ରତିଯୋଗିତା ରେ ଯୋଗ ଦେଲେ ବିଧାୟକ, ଖଇରା ଉଚ୍ଚ ବିଦ୍ୟାଳୟ ପରିସର ରେ ଦୁଇ ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡା ଓ ଖେଳ ପ୍ରତିଯୋଗିତା ରେ ଆଜି ମଙ୍ଗଳବାର ଅପରାହ୍ନ 4 ଘଟିକା ସମୟ ରେ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇ ଖେଳ ପ୍ରତିଯୋଗିତା ରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟ ରେ ବକ୍ତବ୍ୟ ରଖିଥିଲେ l ଏଥିରେ ଖଇରା ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ 5 ନଂ ଜୋନ ର ଜିଲ୍ଲାପରିଷଦ ମାନଶ ଦାସ ସମେତ ଗୋଷ୍ଠୀ ଶିକ୍ଷାଧିକାରିଣୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l