Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ପୌର ପରିଷଦର ସ୍ଥାନ ସହ ପ୍ରକଳ୍ପ ଗୁଡିକ ର ତଦାରଖ ଓ ସମୀକ୍ଷା କଲେ ଜିଲ୍ଲାପାଳ

Malkangiri, Malkangiri | Sep 6, 2025
ମାଲକାନଗିରି ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ। ସେଥି ନିମନ୍ତେ ଆଜି ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପୌର ପରିଷଦ ଅଧୀନରେ ଥିବା ଆଦର୍ଶ ଶ୍ମଶାନ, ନୂତନ ଭାବେ ଲୋକାର୍ପଣ ହୋଇଥିବା ବହୁମୁଖୀ ହଲ୍, ପ୍ରଧାନୀଗୁଡା ଠାରେ ଥିବା ପୋଖରୀ ଓ ଫିକଲ୍ ସ୍ଲଡଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହ ପ୍ରକଳ୍ପ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ନାହିଁ ତଦାରଖ କରିଥିଲେ ଜିଲ୍ଲାପାଳ।
Read More News
T & CPrivacy PolicyContact Us