Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ପ୍ଲାଣ୍ଟସାଇଟଥାନା ଅନ୍ତର୍ଗତ ମହତାବରୋଡ଼ ଠାରେ ଅବୈଦ ଭାବେ ୮୦୦ଗ୍ରାମ ଗଞ୍ଜେଇ ନେଉଥିବା ମମତା ଦୁବେକୁ ପୋଲିସଗିରଫ ସହ ଗଞ୍ଜେଇ ଜବତ କଲା

Raurkela M, Sundargarh | Sep 13, 2025
ସେପ୍ଟେମ୍ବର ୧୩ତାରିଖ ଅପରାହ୍ନ ୪ଟା ସମୟରେ ପ୍ଲାଣ୍ଟସାଇଟ ଥାନାର S.I.ସେବତୀ ସିଂ ଓ ଥାନା କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବିଶ୍ୱସନୀୟ ଗୁପ୍ତ ସୂଚନାକୁ ଆଧାରକରି ମହତାବ ରୋଡ଼ସ୍ଥିତ ଇଦଗାହ ଗ୍ରାଉଣ୍ଡଠାରେ ଅଭିଯୁକ୍ତା ମମତା ଦୁବେକୁ ଗିରଫ କରିବା ସହ ୮୦୦ଗ୍ରାମର ଅବୈଦ ଗଞ୍ଜେଇ ଜବତ କରାଯାଇ, ପ୍ଲାଣ୍ଟସାଇଟ ଥାନା କେସ ନମ୍ବର- 700 dt.13/09/2025 Act. 20(b)(¡¡)A NDPS ରେ ଅଭିଯୁକ୍ତାକୁ କୋର୍ଟ ଚାଲାଣ କଲେ
Read More News
T & CPrivacy PolicyContact Us