Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲା କୁ ବଜ୍ରପାତ ସହିତ ବର୍ଷାର ସଚେତନତା ସତର୍କ ଜିଲ୍ଲାକୁ ୟେଲୋ ୱାର୍ଣିଂ

Balangir, Balangir | Aug 28, 2025
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ ବଲାଙ୍ଗୀର ସହିତ ସମଗ୍ର ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ବଜ୍ରପାତ ସହ ଝଡ଼-ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୩୦ ରୁ ୪୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବାର ସତର୍କତା ଦିଆଯାଇଛି। ପାଣିପାଗ ବିଭାଗ ଜିଲ୍ଲା କୁ ଆଜି ଅପରାହ୍ନ 2ଟା ସମୟ ରେ ‘ୟେଲୋ ୱାର୍ଣିଂ ଜାରି କରି ସାଧାରଣ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ବିଜୁଳି ଗର୍ଜନ ସମୟରେ ଖୋଲା ଜାଗା, ଜଙ୍ଗଲ, ବୃକ୍ଷ ତଳେ କିମ୍ବା ଜଳାଶୟ ପାଖରେ ରହିବାରୁ ବର୍ଜନ କରିବାକୁ ଅନୁରୋଧ କରିଛି।
Read More News
T & CPrivacy PolicyContact Us