Download Now Banner

This browser does not support the video element.

ପାଲଲହଡା: ଏନଟିପିସି ରାସ୍ତା ମରାମତି ସହ ଗାଡି ପାର୍କିଂ ବ୍ୟବସ୍ଥା କରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

Palalahada, Angul | Aug 21, 2025
କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ଏବଂ ହରିହରପୁର ଗ୍ରାମପଞ୍ଚାୟତ ସରପଞ୍ଚ ଦିପ୍ତିମୟୀ ପ୍ରଧାନ ଗୁରୁବାର ସକାଳ ୧୧ଟା ସମୟରେ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି NTPC ପ୍ଲାଣ୍ଟ ର ପାଉଁଶ ଗାଡି ଗୁଡିକ ଦିନରାତି ଚାଲୁଥିବା ହେତୁ ରାସ୍ତାର ଅବସ୍ଥା ବହୁତ ଶୋଚନୀୟ ହେବା ସହିତ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ଗାଡି ଗୁଡିକ ପାଇଁ ଏକ ସ୍ଥାୟୀ ପାର୍କିଂ ବ୍ୟବସ୍ଥା ସହି ରାସ୍ତା ମରାମତି ପାଇଁ ଅବଗତ କରାଇବା ସହିତ ଜିଲ୍ଲାପାଳ ଖୁବଶୀଘ୍ର ରାସ୍ତା ମରାମତି ଓ ପାର୍କିଂ ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି
Read More News
T & CPrivacy PolicyContact Us