Download Now Banner

This browser does not support the video element.

ବୀରମହାରାଜପୁର: ଜଣେ ଗର୍ଭବତୀ ନାବାଳିକା ପ୍ରତାରଣାର ଶିକାର ହୋଇଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ

Biramaharajpur, Subarnapur (Sonepur) | Sep 11, 2025
ଜଣେ ନାବାଳିକା ପ୍ରତାରଣାର ଶିକାର ହୋଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଅନୁସାରେ ନାବାଳିକା ଜଣକ ତାଙ୍କ ମାମୁଁ ଘର ନାକଡେଇଁ ଅଞ୍ଚଳକୁ ଆସିଥିଲେ l ସେହି ସମୟରେ ଦିପାପାଳି ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ପରେ ଫୋନ୍ରେରେ କଥା ବାର୍ତ୍ତା ପରେ ସମ୍ପର୍କ ଆହୁରି ନିବିଡ ହୋଇଯାଇଥିଲା l ଉଭୟେ ତାମିଲନାଦୁ ଫେରାର ମାରିଥିଲେ l ସେଠାରେ ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ l ତେବେ ବର୍ତ୍ତମାନ ନାବାଳିକା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି l ଉଭୟେ ପୁଣି ତାମିଲନାଦୁରୁ ଚାଲିଆସି ଦୁଇମାସ ହେଲା ସୋନ
Read More News
T & CPrivacy PolicyContact Us