Download Now Banner

This browser does not support the video element.

ପୋଲସରା: ପୋଲସରା ସହିତ ବିଭିନ୍ନ ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ

Polasara, Ganjam | Jul 7, 2024
ଆଜି ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ସ୍ଥାନୀୟ ବ୍ରାହ୍ମଣ ସାହିରେ ବିଜେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଅଛି । ଆଜି ସକାଳେ ମହାପ୍ରଭୁଙ୍କ ସ୍ନାନ , ମଇଲମ ଓ ସ୍ନାନ କାର୍ଯ୍ୟ ସମ୍ପାଦନ ପରେ ଅପରାହ୍ନ ତିନି ଘଣ୍ଟା ସମୟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ରଥଯାତ୍ରା ପାଇଁ ଜନସମାଗମ ବୃଦ୍ଧି ପାଇବା ଆଶଂକା କରି ସ୍ଥାନୀୟ ଥାନାଧିକାରୀ କୌଶିକି ମାଝୀ ଙ୍କ ନିର୍ଦ୍ଦେଶ ଅନୁସାରେ ମହିଳା ଓ ପୁରୁଷ ପୋଲିସ ମୁତୟନ କରାଯାଇଥିଲା ଓ ବିଶୃଙ୍ଖଳା କୁ ଦୃଷ୍ଟି ରେ ରଖି ପୋଲିସ ମୁତୟନ କରାଯାଇଥିଲା।ବର୍ଷା ବନ୍ଦ ପରେ ୫ଟା ସମୟରେ ରଥ ଟଣା ହୋଇଥିଲା।
Read More News
T & CPrivacy PolicyContact Us