Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ମନ୍ଦିର ପୂଜକ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଫୁଲବାଣୀ ରେ ପ୍ରଦାନ
Phulabani Town, Kandhamal | Sep 13, 2025
ଓଡ଼ିଶା ସରକାର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ ଯୋଳନା ପ୍ରସ୍ତୁତ କରିଅଛନ୍ତି । ଧାର୍ମିକ ସଚେତନତା ନିମନ୍ତେ ମନ୍ଦିର ଗୁଡ଼ିକର ଉନ୍ନତି କରଣ କରାଯଇଛି । ହେଲେ ଯେଉଁ ପୂଳକ ମନ୍ଦିରରେ ରାତ୍ର ୪ଘ. ଠାରୁ ସନ୍ଧ୍ୟା ୮ ଘ. ପର୍ଯ୍ୟନ୍ତ ସମୟ ଦେଇଥାନ୍ତି ତାଙ୍କ ପାଇଁ ସରକାରଙ୍କ ଦୃଷ୍ଟି ପଡ଼ିନାହିଁ । ଏଣୁ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡ଼ିଶା ମନ୍ଦିର ପୂଳକ ମାନଙ୍କ ଏବଂ ସେମାନଙ୍କ ପରିବାରର ଉନ୍ନତି ନିମନ୍ତେ ଦାବି ଉପସ୍ଥାପନ କରିଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!