This browser does not support the video element.
ସୋନପୁର: ସିଆଲଝୁଲି ଛକ ପାଖରୁ ୩କେଜି ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ ଟାଉନଥାନରେ ମାମଲା ରୁଜୁ
Sonapur, Subarnapur (Sonepur) | Sep 8, 2025
ସିଆଲଝୁଲି ଛକ ପାଖରୁ ୩କେଜି ଗଞ୍ଜେଇ ସହ ଜଣେ ଅଭିଯୁକ୍ତ ଗିରଫ ଟାଉନଥାନରେ ମାମଲା ରୁଜୁ।ସୁବର୍ଣ୍ଣପୁର ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ।ଟାଉନଥାନା ପୋଲିସ ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସିଆଲଝୁଲି ଛକ ପାଖରେ ଜଣେ ବାଇକ ଆରୋହିଙ୍କୁ ଯାଞ୍ଚ କଲାବେଳେ ତା ପାଖରୁ ୩ କେଜି ଗଞ୍ଜେଇ ବାହାରି ଥିଲା।ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ପ୍ରଧାନ ଟିକିରା ଗାଁର ସୁଜିତ ବେହେରା ବୋଲି ସୂଚନା ମିଳିଛି।