This browser does not support the video element.
ଝାରସୁଗୁଡା: ଝାରସୁଗୁଡା ପୌରପରିଷଦ ହଟଲୀପଡ଼ାରେ ବହୁ ଉଦ୍ଦେଶୀୟ ବ୍ୟବସାୟିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 6, 2025
ଆଜି ସକାଳ ସାଢେ ଦଶଟା ସମୟରେ ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ର ହଟଲୀପଡ଼ା ଠାରେ ବହୁ ଉଦ୍ଦେଶୀୟ ବ୍ୟବସାୟିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାରି କୋଟି ଟଙ୍କା ଅଟକଳ ମୂଲ୍ୟରେ ହେବାକୁ ଥିବା ବହୁ ଉଦ୍ଧେଶୀୟ ବ୍ୟବସାୟିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସ୍ୱରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ,