Download Now Banner

This browser does not support the video element.

ନୂଆପଡା: ସୁନାବେଡ଼ା ଗ୍ରାମର ଯୁବକଙ୍କୁ ସମ୍ବର୍ଦ୍ଧନା କଲେ ଚକୋଟିଆ ଭୂଞ୍ଜିଆ ଉନ୍ନୟନ ସଂସ୍ଥା

Nuapada, Nuapada | Sep 11, 2025
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ସୁନାବେଡ଼ା ଗ୍ରାମର ଯୁବକ ମାନେ ଯେଉଁମାନେ କି ଗତ ଦିନରେ ଯୋଗୀମୁଣ୍ଡ ଗ୍ରାମର ଧନୁତୀର ଆହତ ବ୍ୟକ୍ତିଙ୍କୁ ଠିକ୍ ସମୟରେ ଖଟିଆରେ ବୋହି ସୁନାବେଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଇ ଥିଲେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ସେମାନଙ୍କ ମାନବିକତା ଓ ସାହସିକତା ପାଇଁ ପ୍ରଶଂସା କରିଥିଲେ।
Read More News
T & CPrivacy PolicyContact Us