Download Now Banner

This browser does not support the video element.

ବାଲିକୁଦା: ପାଣିତିରା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଥାନାରେ ଲିଖିତ ଅଭିଯୋଗ

Balikuda, Jagatsinghpur | Apr 11, 2024
ଗତକାଲି ରାତିରେ ପାଣିତିରା ଗ୍ରାମର ନବଘନ ମଲ୍ଲିକଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ନବଘନ ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପଟେ ଆଜି ସନ୍ଧ୍ୟାରେ ନବଘନଙ୍କ ସ୍ତ୍ରୀ କାଦମ୍ବନି ବାଲିକୁଦା ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us