This browser does not support the video element.
ବାଲିଗୁଡା: ବାଲିଗୁଡା ର ସାରଙ୍ଗଡ ପରେ ନୁଆଗାଁ ଏବଂ ବାଲିଗୁଡା ଏବଂ ତୁମୁଡିବନ୍ଧ ଠାରେ ସ୍ୱର୍ଗତ କରେନ୍ଦ୍ର ମାଝୀ ଙ୍କ ପାର୍ଥିବ ଶରୀର ସହର ପରିକ୍ରମା
Baliguda, Kandhamal | Aug 25, 2025
ବାଲିଗୁଡା ବିଧାନସଭା ମଣ୍ଡଳୀ ର ପ୍ରଥମେ ସାରଙ୍ଗଡ ପରେ ନୁଆଗାଁ ଏବଂ ବାଲିଗୁଡା ଏବଂ ତୁମୁଡିବନ୍ଧ ଠାରେ ପୁର୍ବତନ ବିଧାୟକ ତଥା ଜିଲ୍ଲା ର ବରିଷ୍ଠ ନେତା ଙ୍କ ପ୍ରର୍ଥିବ ଶରୀର କୁ ସହର ପରିକ୍ରମା କରାଯାଇଛି, ସାରଙ୍ଗଡ ସଂନ୍ଧ୍ୟା 5ଘଣ୍ଟିକା ସମୟରେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ଙ୍କ ନେତୃତ୍ୱ ଏହି ଶଭାଯାତ୍ରା ଆରମ୍ଭ ହଇଥିଲା ପରେ କ. ନୁଆଗାଁ ରେ ପରେ ବାଲିଗୁଡା ହନୁମାନ ମନ୍ଦିର ଠାରେ ରାତି 7ଘଣ୍ଟିକା ସମୟ ରେ ଏହି କାଯ୍ୟକ୍ରମ ଆରମ୍ଭ ହଇଥିଲା, ହନୁମାନ ମନ୍ଦିର ବାଲିଗୁଡା ର ବରିଷ୍ଠ ନେତା ତଥା କରେନ୍ଦ୍ର ମାଝୀ ଙ୍କ ରାଜନୈତିକ ଗୁରୁ ଗଙ୍ଗାଧର ସାହୁ,ପୁର୍ବତନ ଜିଲ୍ଲା