Download Now Banner

This browser does not support the video element.

ହଣ୍ଡପା: ଫୁଲଝରି ଗ୍ରାମର ପିଙ୍କି ନାୟକଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ, କିଶୋରନଗର ଥାନାରେ ମାମଲା ରୁଜୁ

Handapa, Angul | Nov 7, 2024
ଶଶୁର ଜୟାନଦ ନାୟକ , ଶାଶୁ କମଳା ନାୟକ ,ଯୌତୁକ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ କୁ ଭିତି କରି ଗୁରୁବାର ଦିନ ୧୦.୩୦ ରେ ନମ୍ବର ୨୭୭/୨୪ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିବା ଅନୁଯାୟୀ ପିଙ୍କି ୧୪ ବର୍ଷ ତଳେ ଲକ୍ଷ୍ମୀଧର ଙ୍କୁ ବିବାହ କରିଥିଲେ । ହେଲେ କିଛି ବର୍ଷ ହେବ ବିନା କାରଣ ରେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ବାପ ଘରୁ ଯୌତୁକ ନିର୍ଯାତନା ଦେଉଥିବା
Read More News
T & CPrivacy PolicyContact Us