Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ଲେଖକ ସଂସଦ ଭବନଠାରେ ରାଜ୍ୟସ୍ତରୀୟ ଗୀତ ଆବୃତ୍ତି ପ୍ରତିଯୋଗିତା

Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ସହରସ୍ଥ ବସଷ୍ଟାଣ୍ତ ନିକଟ ସ୍ଥାନୀୟ ଲେଖକ ସଂସଦ ଭବନଠାରେ ରାଜ୍ୟସ୍ତରୀୟ ଗୀତ ଆବୃତ୍ତି ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା ।
Read More News
T & CPrivacy PolicyContact Us