Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ହିନ୍ଦ ମଜଦୁର ସଭାର ପୂର୍ବତନ କେନ୍ଦ୍ରୀୟ ସଭାପତି ଏବଂ ପୂର୍ବତନ ରାଉରକେଲା ବିଧାୟକ ରାଜକିଶୋର ସାମନ୍ତରାୟଙ୍କୁ ଶ୍ରଦ୍ଧାଞଳି ଦେଲେ
Raurkela M, Sundargarh | Sep 5, 2025
ସେପ୍ଟେମ୍ବର ୫ ତାରିଖ ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ବେଦବ୍ୟାସ ଠାରେ ହିନ୍ଦ ମଜଦୁର ସଭାର କର୍ମକର୍ତ୍ତା ସମୂହ ଭୁତପୂର୍ବ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ସ୍ମୃତି ଉଦେଶ୍ୟରେ ୧ ମିନିଟ ନିରବ ପ୍ରାର୍ଥନା କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଗଲା
Share
Read More News
T & C
Privacy Policy
Contact Us
Your browser does not support JavaScript!