Download Now Banner

This browser does not support the video element.

ପାଲଲହଡା: ଜେନାପଡା ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗଦେଲେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ

Palalahada, Angul | Nov 13, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଜେନାପଡା ଗ୍ରାମରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞରେ ବୁଧବାର ସନ୍ଧ୍ୟା ୬:୩୦ ସମୟରେ ଓଡ଼ିଶା ରାଜ୍ୟ ଖାଦ୍ୟ ଅଧ୍ୟକ୍ଷ ମହୋଦୟ ଯୋଗ ଦେଇଥିବା ଜଣାପଡିଛି। ଜେନାପଡା ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞରେ ଓଡ଼ିଶା ରାଜ୍ୟ ଖାଦ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନୀ କାନ୍ତ ସାହୁ ମହୋଦୟ ଯୋଗଦେଇ ମଣ୍ଡପ ଉପରେ ଠାକୁରଙ୍କୁ ଦର୍ଶନ କରି ବେଢ଼ା ପରିକ୍ରମା କରିଥିଲେ। ଗ୍ରାମର ଲୋକଙ୍କ ସହିତ ଭଲ ମନ୍ଦ ବିଷୟରେ ପଚାରି ବୁଝି ଥିଲେ ଶ୍ରୀଯୁକ୍ତ ସାହୁ ମହୋଦୟ।
Read More News
T & CPrivacy PolicyContact Us