Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ବାସନ୍ତୀ କଲୋନି ବିହାର ପରିଷଦ ସମ୍ମୁଖରୁ ବାଇକ୍ ଚୋରି ଘଟଣାରେ ଜଣେ ଯୁବକ ଗିରଫ

Raurkela M, Sundargarh | Aug 28, 2024
ବାସନ୍ତୀ କଲୋନି ବିହାର ପରିଷଦ ସମ୍ମୁଖରୁ ବାଇକ୍ ଚୋରି ଘଟଣାରେ ଜଣେ ଯୁବକ ଗିରଫ ବାସନ୍ତୀ କଲୋନି ବିହାର ପରିଷଦ ସମ୍ମୁଖରୁ ବାଇକ୍ ଚୋରି ଅଭିଯୋଗରେ ଉଦିତନଗର ପୁଲିସ ଜଣେ ଯୁବକକୁ ଗିରଫ କରି ବୁଧୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ ‌ଗୋପବନ୍ଧୁପାଲିର ଫ୍ରାନ୍‌ସିସ୍ ଚେଲେଞ୍ଚେଲା(୩୫ବର୍ଷ)। ଅଭିଯୁକ୍ତ ପାଖରୁ ଚୋରି ହୋଇଥିବା ବାଇକ୍‌ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ ଦେଓଗାଁ ଡିଏସ୍ ମାର୍କେଟ୍ ଅଞ୍ଚଳର ଯୁବକ ସୁଜିତ କୁମାର ଚୌରସିଆ ଗତ ସୋମବାର ବାସନ୍ତୀ କଲୋନିସ୍ଥ ବିହାର ପରିଷଦରେ ଚାଲିଥିବା ଜନ୍ମାଷ୍ଟମୀ ଉତ୍ସବରେ ସାମିଲ ହେବାକୁ
Read More News
T & CPrivacy PolicyContact Us