This browser does not support the video element.
ବାଲିଗୁଡା: କୁଡୁତୁଲି ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ଅନୁଷ୍ଠିତ
Baliguda, Kandhamal | Sep 9, 2025
ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଥିବା ବେଳେ କ. ନୁଆଗାଁ ବିଡିଓ, ଚେୟାରମ୍ୟାନ ସୁଲଚନା ଦଳବେହେରା, ଜିଲ୍ଲାପରିଷଦ ସଦସ୍ୟ ଅନିତା ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ସମସ୍ତେ ସରପଞ୍ଚ ଏବଂ ସମତିସଭ୍ୟ/ସଭ୍ୟା ବସି ଆଗକୁ ହେବା ପ୍ରକଳ୍ପ ଏବଂ ହଇଥିବା ପ୍ରକଳ୍ପ ଉପରେ ଆଲୋଚନା କରା