Install App
khabar24pintu
This browser does not support the video element.
ତିର୍ତ୍ତୋଲ: ନିଶ୍ଚିନ୍ତକୋଇଲି ଥାନା ଅଧୀନ କେଣ୍ଟାଳୋ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ରିଲ୍ ତାଡ଼ି ୧୫ଲକ୍ଷ ଟଙ୍କାରୁ ଅଧିକ ତାଙ୍କର ଗହଣା ଲୁଟ୍।
Tirtol, Jagatsinghpur | Jul 10, 2025
ନିଶ୍ଚିନ୍ତକୋଇଲି ଥାନା ଅଧୀନ କେଣ୍ଟାଳୋ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ବିଜୟ କୁମାର ସାହୁଙ୍କ ଘର ଗ୍ରିଲ୍ ତାଡ଼ି ୧୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ସମେତ ନଗଦ ଦେଢ଼ ଲକ୍ଷ ଟଙ୍କା ଦୁବୁର୍ତ୍ତମାନେ ଲୁଟ ହୋଇଛି। ଏହାକୁ ନେଇ ଗୁରୁବାର ସନ୍ଧ୍ୟା ୭ଟାରେ ସାନ ଭାଇ ଅଜୟ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ କୁ ଆଧାରକରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!