Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ବୁଧବାର ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ବାରଙ୍ଗ ବ୍ଲକ ରାମଦାସପୁରରେ ପ୍ରତିଷ୍ଠା ଦିବସ ଓ ପ୍ରତିଭା ସମ୍ମାନ ପାଳିତ
Cuttack M Corp PS, Cuttack | Aug 27, 2025
ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ବାରଙ୍ଗ ବ୍ଲକ ରାମଦାସପୁରସ୍ଥିତ କମ୍ପାନୀ ପରିସରେ ବୁଧବାର ଦିନ ୨ ଟାରେ ୨୬ତମ ଭାରତ ପ୍ରତିଭା ସମ୍ମାନ ଏବଂ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହରେ ରାଜ୍ୟସଭା ସାଂସଦ,ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!