This browser does not support the video element.
ଫୁଲବାଣୀ ସହର: ଆସନ୍ତାକାଲି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Phulabani Town, Kandhamal | Aug 22, 2025
ଆସନ୍ତା କାଲି କନ୍ଧମାଳ ଜିଲ୍ଲାକୁ ୟାଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ. ଜିଲ୍ଲାର ବିଭିର୍ନ ସ୍ଥାନରେ ବର୍ଷା ହେବ. ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବହିବ. ଏଣୁ ସମସ୍ତ ଙ୍କୁ ସତର୍କ ସୂଚନା ଦେଇଅଛି ପାଣିପାଗ ବିଭାଗ.