Download Now Banner

This browser does not support the video element.

କାକଟପୁର: ଅସ୍ତରଙ୍ଗ ସ୍ଥିତ କୁଅଁରପୁର ଗ୍ରାମର ରତ୍ନଭୂଷଣ ପଢିୟାରୀ ଙ୍କ ସ୍କୁଟି ଜଳିଯିବ ପରେ ଅଗ୍ନିଶମ ବାହିନୀ ପହଂଚି ନିଆ କୁ ଆୟତ କରିଥିଲେ।

Kakatpur, Puri | Sep 8, 2025
ଆବଶ୍ୟକ ଠାରୁ ଅଧିକ ଚାର୍ଜ ପଡିଲା ମହଙ୍ଗା :-ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି କାକଟପୁର /ଅସ୍ତରଙ୍ଗ :-୦୭/୦୯:-ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧୀନ ପାଟଳଦା ପଂଚାୟତ କୁଅଁରପୁର ଗ୍ରାମର ଏକ ବ୍ୟାଟେରୀ ସ୍କୁଟି ଚାର୍ଜ ବେଳେ ଜଳିଯାଇଛି।ରତ୍ନଭୂଷଣ ପଢିୟାରୀ ନାମକ ଜଣେ ବ୍ୟକ୍ତି ନିଜ କାମକୁ ଯିବାପାଇଁ ରବିବାର ବିଳମ୍ବିତସମୟରେ ଘର ନିକଟରେ ସ୍କୁଟିକୁ ଚାର୍ଜ କରିଥିଲେ। କିଛି ସମୟ ପରେ ଗାଡ଼ିରେ ଅଚାନକ ନିଆଁ ଲାଗିବା ଆରମ୍ଭ କରିଥିଲା। ଏହା ଜାଣି ପରିବାର ସଦସ୍ୟ କୌଶଳ କ୍ରମେ ଗାଡ଼ିରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଥିଲେ। ଫଳରେ ଏକ ବଡ଼ ଅଘଟଣରୁ ପରିବାର ଲୋକେ ବର୍ତ୍ତୀଯାଇଥିଲେ।
Read More News
T & CPrivacy PolicyContact Us