Download Now Banner

This browser does not support the video element.

ଆଳି: ରାଜକନିକା ଅଗ୍ନିଶମ ବାହିନୀ ପକ୍ଷରୁ ରାଜକନିକାରେ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ

Aali, Kendrapara | Apr 18, 2024
ସାର ଦେଶରେ ଅପ୍ରେଲ ୧୬ରୁ ୨୦ଯାଏ ଅଗ୍ନି ସୁରକ୍ଷା ସପ୍ତାହ ପାଳନ ହେଇଥିବା ବେଳେ ରାଜକନିକା ଅଗ୍ନିଶମ ବାହିନୀ ପକ୍ଷରୁ ଏହାକୁ ପାଳନ କରାଯାଇଛି। ଆଜି ଅପରାହ୍ନ ରେ ଅଗ୍ନିଶମ ବାହିନୀର ଦୁଇଟି ଗାଡି ବିଭିନ୍ନ ବଜାର, ଛକ, ଗ୍ୟାସ ଡିପୋ ଓ ପେଟ୍ରୋଲ ପମ୍ପ ରେ ଡେମୋ ଦେଖାଇବା ସହିତ ଜନସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us