Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ବନଖଣ୍ଡ ଅଞ୍ଚଳର ବିଭିନ୍ନ ଵନାଞ୍ଚଳ କୁ ପରିଦର୍ଶନ କରିଛନ୍ତି PCCF ଏବଂ RCCF,

Baliguda, Kandhamal | Sep 6, 2025
ବାଲିଗୁଡା ବନଖଣ୍ଡ ଅଞ୍ଚଳର ବିଭିନ୍ନ ଵନାଞ୍ଚଳ କୁ ପରିଦର୍ଶନ କରିଛନ୍ତି PCCF ଏବଂ RCCF, ଏହି କାଯ୍ୟକ୍ରମ ଟି ଶନିବାର ଦିନ 12ଘଣ୍ଟିକା ସମୟରେ ପ୍ରଥମେ ବ୍ରାହ୍ମଣୀ ଗାଁ ବନାଞ୍ଚଳ ପରେ, ଦାରିଙ୍ଗବାଡି ଏବଂ ପରେ ପରେ କ. ନୁଆଗା ବନାଞ୍ଚଳ ପରିଦର୍ଶନ କରିଛନ୍ତି ଏହି କାଯ୍ୟକ୍ରମ ରେ ବାଲିଗୁଡା DFOଘନଶ୍ୟାମ ମହନ୍ତ ଉପସ୍ଥିତ ରହିଥିବା ବେଳେ ତିନି ରେଞ୍ଜର ଏବଂ ଦୁଇ ACF ଉପସ୍ଥିତ ରହି ସହଯୋଗ କରିଛନ୍ତି
Read More News
T & CPrivacy PolicyContact Us