Download Now Banner

This browser does not support the video element.

ସୋନପୁର: ଜିଲ୍ଲା କାରାଗାର ଓ ସଖୀଗୃହ ପ୍ରଦର୍ଶନ କଲେ ଅଧିବକ୍ତା ପରିଷଦ ର କର୍ମକର୍ତ୍ତା

Sonapur, Subarnapur (Sonepur) | Sep 7, 2025
ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଅଧିବକ୍ତା ପରିଷଦ, ସୋନପୁର ତରଫରୁ ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ପରିଷଦର ସଭାପତି ବଳଦେବ ପଧାନ ସଭାପତିତ୍ୱରେ ସମ୍ପାଦକ ଦଶରଥ ମିଶ୍ରଙ୍କ ସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର ନାୟକଙ୍କ ତତ୍ୱା ଅବଧାନରେ ସମସ୍ତ କାର୍ଯ୍ୟକାରିଣୀ ସବିତା ପଣ୍ଡା, ପ୍ରିତିପ୍ରଜ୍ଞା ପୁରୋହିତ, ମଧୁମିତା ପରମଗୁରୁ, ଶ୍ରୀକାନ୍ତ ଦାସ, ସମ୍ଭୁ ପ୍ରସାଦ ବିଶି, ମୋନଜ ପଣ୍ଡା, ଶ୍ରାବଣ ପ୍ରଧାନ, ତପନ ଯୁଆଡ଼ି ଜିଲ୍ଲା କାରାଗାର ଓ ସଖୀଗୃହ ପ୍ରଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା କାରାଗାର ଥିବା କଏଦୀ ମାନଙ୍କ ସ୍ବାସ୍ଥ୍ୟ
Read More News
T & CPrivacy PolicyContact Us