Download Now Banner

This browser does not support the video element.

ହେମଗିରି: ସରକାରୀ ମହିଳା ମହାବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜ଼ୀଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ।

Hemgir, Sundargarh | Dec 8, 2024
ସରକାରୀ ମହିଳା ମହାବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜ଼ୀଲ୍ଲା ସ୍ତରୀୟ ଯୁବଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଜ଼ୀଲ୍ଲାପାଳ ରବିନାରାୟଣ ସାହୁ, ସମ୍ମାନିତ ଅତିଥୀ ବିଶ୍ଵକେଶନ ପାଣ୍ଡେ ଯୋଗ ଦେଇଥିଲେ।ଏବଂ ଉଦଯାପନି ଉତ୍ସବ ରେ ନେହେରୁ ଯୁବକେନ୍ଦ୍ର ର ପୂର୍ବତନ ନିର୍ଦେଶକ ନବୀନ ନାଏକ ଯୋଗଦେଇଥିଲେ।
Read More News
T & CPrivacy PolicyContact Us