This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଙ୍କ ବିଦ୍ୟାଳୟ ପରିଦର୍ଶନ I
Phulabani Town, Kandhamal | Sep 11, 2025
ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଙ୍କ ବିଦ୍ୟାଳୟ ପରିଦର୍ଶନ I ଗୁରୁବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଡ଼. ସୁଧାଂଶୁ ପାତ୍ର ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ରେ ଥିବା ସରକାରୀ ସୁଧାଂଶୁ ଉଚ୍ଚବିଦ୍ୟାଳୟ ସହ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି I ତେବେ ସକାଳ ଦଶଟା ସମୟରେ ଉପ ନିର୍ଦେଶକ ଶ୍ରୀ ପାତ୍ର ବିଦ୍ୟାଳୟ ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟ