Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ବିବି ହାଇସ୍କୁଲ ଖେଳ ପଡ଼ିଆ କ୍ରିକେଟ ମ୍ୟାଚରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ବିଜୟୀ

Dhenkanal Sadar, Dhenkanal | Aug 25, 2025
ଢ଼େଙ୍କାନାଳ ସହରସ୍ଥସ୍ଥାନୀୟ ବିବି ହାଇସ୍କୁଲ ଖେଳ ପଡ଼ିଆ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲାପ୍ରଶାସନ ବିଜୟୀ ହୋଇଛି । ସୂଚନା ଅନୁଯାୟୀ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ଏକ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି। ଆଜି ସୋମବାର ଦିନ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ପୋଲିସ ପ୍ରଶାସନ ସହିତ ପୌରପରିଷଦ ମଧ୍ୟରେ ହୋଇଥିଲା | ଏହା ସହିତ ୨ୟ ମ୍ୟାଚଟି ସାମ୍ବାଦିକ ସଂଘ ସହିତ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More News
T & CPrivacy PolicyContact Us