Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ଡମ୍ବରୁଗଡ଼ ସିଦ୍ଧ ତପୋସେବା ବନ ମଠ ପ୍ରାଙ୍ଗଣରେ ସେବାପକ୍ଷ ପାଳନ ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ
Baudh Sadar, Boudh (Bauda) | Sep 7, 2025
ବୌଦ୍ଧ ସଦର ବ୍ଲକ ତାଳସରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମ୍ବରୁଗଡ଼ ସିଦ୍ଧ ତପୋସେବା ବନ ମଠ ପ୍ରାଙ୍ଗଣରେ ବିଜେପି ବହିରା ମଣ୍ଡଳ ତରଫରୁ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଉପଲକ୍ଷେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଛି l ଏଥିରେ ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!