Download Now Banner

This browser does not support the video element.

ବଲାଙ୍ଗୀର: ଶାନ୍ତିପଡାରେ ଦୁର୍ଗା ମେଡ୍ ଶିବ ଡମ୍ବରୁ ଆକୃତିରେ ମନୋହର ବେଶ

Balangir, Balangir | Oct 1, 2025
ବଲାଙ୍ଗୀର, ଶାନ୍ତିପଡା ରେ ଦୁର୍ଗାପୂଜା ପାଳନ ଅବସରରେ ଶାନ୍ତିପଡାରେ ଆୟୋଜିତ ଦୁର୍ଗା ମେଡ୍‌ରେ ଭକ୍ତମାନଙ୍କ ଭିଡ଼ରେ ଅଞ୍ଚଳ ଚଳାଚଞ୍ଚଳ ହୋଇଯାଇଥିଲା। ଏଥିରେ ଶିବଙ୍କ ଡମ୍ବରୁ ଆକୃତିରେ ସଜାଯାଇଥିବା ମେଡ଼ ବେଶ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ଆଲୋକ ସଜାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳାର ଉତ୍ସବମୂଡ଼ରେ ଶାନ୍ତିପଡା ପରିସର ରଙ୍ଗିନ ରୂପ ଧାରଣ କରିଥିଲା। ଭକ୍ତମାନେ ଦୁର୍ଗା ମା’ଙ୍କ ଦର୍ଶନ ସହିତ ମନୋରମ ବେଶ ଦେଖି ମନୋହରିତ ହେଲ
Read More News
T & CPrivacy PolicyContact Us