This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉରେ ୬ଜଣ ମଦ ବ୍ୟବସାୟୀ ଗୀରଫ
Dhenkanal Sadar, Dhenkanal | Aug 2, 2025
ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାପାଳ ଓ ଅବକାରୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଚଢାଉ କରାଯାଉଛି। ସେହିପରି ଭାବେ ଶୁକ୍ରବାର ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉରେ ବିଭିନ୍ନ ସ୍ଥାନରୁ ୬ଜଣ ମଦ ବ୍ୟବସାୟୀମାନଙ୍କୁ ଗୀରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ରାତି ୧୦ଟା ୪୫ ମିନିଟରେ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି।