Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ଦୂର୍ଗାପୂଜା ମେଢ଼ରେ ବିଜୟା ଦଶମୀ ପାଳିତ।

Biramitrapur, Sundargarh | Oct 2, 2025
ନୂଆଗାଁ ବ୍ଲକର ବିଭିନ୍ନ ଦୂର୍ଗାପୂଜା ମେଢ଼ରେ ବିଜୟା ଦଶମୀ ପାଳିତ ହୋଇଯାଇଛି।ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତିର ସହିତ ପୂଜାରେ ଯୋଗ ଦେଇଥିଲେ।ହୋମ,ଆଳତୀ ଓ ପୂଜାକାର୍ଯ୍ୟ କରାଯାଇଥିଲା।ସ୍ଥାନେସ୍ଥାନେ ଭଣ୍ଡରମାନ ଖୋଲା ଯାଇଥିଲା।ଭକ୍ତମାନେ ଆନନ୍ଦର ସହ ଭୋଗ ଖାଇଥିଲେ। ନୂଆଗାଁରେ ରାବଣପୋଡ଼ି ଉତ୍ସବ ନିମନ୍ତେ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।।ଏପାଖରେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ଏକ ପୋଲିସ ଦଳ ନେଇ ଟ୍ରାଫିକ ସମସ୍ୟା ଯେପରି ନ ହେବ ପ୍ରସ୍ତୁତି ଆରମ୍ଭ କରୁଛନ୍ତି।ସେହିପରି ପୁରୁଣାପାଣି ଟାଉନସିପରେ ମଧ୍ୟ ହାତୀବାରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଦିଆଯାଇଛି।
Read More News
T & CPrivacy PolicyContact Us